Breaking PLUSଓଡ଼ିଶାମୁଖ୍ୟ ଖବର
ପାଟଣା ରେଞ୍ଜ ମାଛଗଡ଼ରେ ମହାବଳ ବାଘର ପାଦ ଚିହ୍ନ ଠାବ

କେନ୍ଦୁଝର: ପାଟଣା ରେଞ୍ଜ ମାଛଗଡ଼ରେ ମହାବଳ ବାଘର ପାଦ ଚିହ୍ନ ଠାବ ହୋଇଛି । ବାଘ ପାଦ ଚିହ୍ନ ଠାବ କଲା ବନ ବିଭାଗର ପାଟ୍ରୋଲିଂ ଟିମ୍ଅ । ଅଟେଇ ସରକ୍ଷିଂତ ଜଙ୍ଗଲରେ ପଡିଛି ମହାବଳ ବାଘର ପାଦ ଚିହ୍ନ । ୩୫ ଟି ଟ୍ରାପ କ୍ୟାମେରା ସାହାଯ୍ୟରେ ବାଘକୁ ଖୋଜୁଛି ବନ ବିଭାଗ । ଏନେଇ କେନ୍ଦୁଝର ଡିଏଫଓ ଏଚ. ଡି. ଧନରାଜ ସୂଚନା ଦେଇଛନ୍ତି ।



