Breaking PLUSଓଡ଼ିଶାମୁଖ୍ୟ ଖବର

ଭୁବନେଶ୍ୱରରେ ପହଂଚିଲେ ପିସିସି ସଭାପତି ଭକ୍ତ ଦାସ

ଭୁବନେଶ୍ୱର- ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲେ ପିସିସି ସଭାପତି ଭକ୍ତ ଦାସ  । ବିମାନ ବନ୍ଦରରେ କଂଗ୍ରେସ କର୍ମୀଙ୍କ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା କରିଛନ୍ତି । କଂଗ୍ରେସ ପକ୍ଷରୁ ଆୟୋଜିତ ପଦଯାତ୍ରାରେ ସାମିଲ ହେଲେ ।

ମଙ୍ଗଳବାର ମଧ୍ୟାହ୍ନ ୧୨ଟା ସମୟରେ ଭୁବନେଶ୍ଵର ବିମାନବନ୍ଦରରୁ ପଦଯାତ୍ରା ଆରମ୍ଭ ହୋଇଛି। ପିସିସି ସଭାପତି ଭକ୍ତ ଚରଣ ଦାସ ବିମାନବନ୍ଦର ନିକଟରେ ପହଞ୍ଚିବା ପରେ ତାଙ୍କ ନେତୃତ୍ଵରେ ପଦଯାତ୍ରା ଆରମ୍ଭ କରିଛି ଦଳ। ବହୁ ସଂଖ୍ୟକ କଂଗ୍ରେସ ନେତା ଓ କର୍ମୀ ବିରାଟ ପଟୁଆରରେ ଏଥିରେ ସାମିଲ ହୋଇଛନ୍ତି।

Show More

Related Articles

Back to top button