Breaking PLUSଓଡ଼ିଶାମୁଖ୍ୟ ଖବର
ମୋକିମ୍ ଚିଠି ଲେଖିବା ପ୍ରସଙ୍ଗ, ମୁହଁ ଖୋଲିଲେ ପିସିସି ସଭାପତି

ଭୁବନେଶ୍ୱର- କଂଗ୍ରେସର ସୋନିଆ ଗାନ୍ଧୀଙ୍କୁ ମହମ୍ମଦ ମୋକିମ୍ ଚିଠି ଲେଖିବା ପ୍ରସଙ୍ଗ । ନୂଆଦିଲ୍ଲୀରେ ମୁହଁ ଖୋଲିଲେ ପିସିସି ସଭାପତି ଭକ୍ତ ଚରଣ ଦାସ ।ଯେଉଁମାନେ ବିଜେପି ସଂପର୍କରେ ଅଛନ୍ତି ଶୀଘ୍ର ଚାଲିଯିବା ଦରକାର । ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡ଼ଗେ ଦଳକୁ ଆଗକୁ ନେଉଛନ୍ତି । କଂଗ୍ରେସ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇବା ଠିକ୍ ନୁହେଁ । ସୋନିଆଙ୍କୁ ଚିଠି ଲେଖିଛନ୍ତି ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍ । ରାହୁଲ ଓ ଖଡ଼ଗେଙ୍କ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଛନ୍ତି ମୋକିମ୍ ।



