Breaking PLUSଓଡ଼ିଶାମୁଖ୍ୟ ଖବର
ଇଲେକ୍ଟ୍ରି ଖୁଣ୍ଟରେ ପିଟି ହେଲା ଟ୍ରାଭେଲର୍ସ, ୬ ମହିଳା ଆହତ

ପିପିଲି: ଇଲେକ୍ଟ୍ରି ଖୁଣ୍ଟରେ ପିଟି ହେଲା ଟ୍ରାଭେଲର୍ସ । ଦୁର୍ଘଟଣାରେ ୬ ମହିଳା ଆହତ ହୋଇଛନ୍ତି । ତେଇଶିପୁର ଛକ ନିକଟରେ ତୀର୍ଥଯାତ୍ରୀ ଟ୍ରାଭେଲର୍ସ ଦୁର୍ଘଟଣା ଘଟିଛି । ଜଗା ଦର୍ଶନ ପାଇଁ ମଧ୍ୟପ୍ରଦେଶରୁ ୨୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଯାଉଥିଲେ ।


