Breaking PLUSଓଡ଼ିଶାମୁଖ୍ୟ ଖବର

ଆଜି ଘୋଷଣା ହେବ +୨ ପରୀକ୍ଷା ତାରିଖ

ଭୁବନେଶ୍ୱର- ଆଜି ଘୋଷଣା ହେବ +୨ ପରୀକ୍ଷା ତାରିଖ । କେଉଁ ଦିନ କେଉଁ ପରୀକ୍ଷା ହେବ ସେନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା କରାଯିବ। ଆସନ୍ତା ୨୨ ତାରିଖରୁ ୩୧ ତାରିଖ ସୁଦ୍ଧା ସରିବ ଇଣ୍ଟରନାଲ୍ ଆସେସମେଣ୍ଟ ପରୀକ୍ଷା କରାଯିବ।

Show More

Related Articles

Back to top button