Breaking PLUSଦେଶମୁଖ୍ୟ ଖବରରାଜନୀତି

ମତାଧିକାର ସାବ୍ୟସ୍ତ କରିବାକୁ ରାଜସ୍ଥାନବାସୀଙ୍କୁ ପିଏମ ମୋଦିଙ୍କ ନିବେଦନ

ନୂଆଦିଲ୍ଲୀ- ରାଜସ୍ଥାନରେ ଆଜି ବିଧାନସଭା ନିର୍ବାଚନ । ଏଥିପାଇଁ ସମସ୍ତ ଭୋଟରଙ୍କୁ ମତଦାନ ସାବ୍ୟବସ୍ତ କରିବାକୁ ନିବେଦନ କରିଛନ୍ତି ପିଏମ ମୋଦି । ସୋସିଆଲ ମିଡିଆ ଏକ୍ସରେ ପିଏମ ମୋଦି କହିଛନ୍ତି ଯେ, ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ଆଜି ଭୋଟିଂ । ସମସ୍ତ ମତଦାତା ନିଜ ନିଜର ଭୋଟ ଦିଅନ୍ତୁ ବୋଲି ଅନୁରୋଧ କରୁଛି । ଏହି ଅବସରରେ ପ୍ରଥମ ଥର ଭୋଟ ଦେଉଥିବା ରାଜ୍ୟର ଯୁବପିଢିଙ୍କୁ ଅନେକ ଶୁଭକାମନା ଜଣାଉଛି ।

Show More

Related Articles

Back to top button