Breaking PLUSଦେଶମୁଖ୍ୟ ଖବର

ୱାର୍ଲ୍ଡ ଫୁଡ୍ ଇଣ୍ଡିଆ-2023ର ଦ୍ୱିତୀୟ ସଂସ୍କରଣକୁ ଉଦଘାଟନ କଲେ ପିଏମ ମୋଦି

ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନୂଆଦିଲ୍ଲୀର ପ୍ରଗତି ମୈଦାନରେ ନିର୍ମାଣ ହୋଇଥିବା ଭାରତ ମଣ୍ଡପମରେ ଏକ ବଡ ଖାଦ୍ୟ କାର୍ଯ୍ୟକ୍ରମ ‘ୱାର୍ଲ୍ଡ ଫୁଡ୍ ଇଣ୍ଡିଆ 2023’ର ଦ୍ୱିତୀୟ ସଂସ୍କରଣର ଉଦଘାଟନ କରିଛନ୍ତି ।
ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସୁଦୃଢ କରିବା ନିମନ୍ତେ ପିଏମ ମୋଦି ଏକ ଲକ୍ଷରୁ ଅଧିକ ଏସଏଚଜି ସଦସ୍ୟଙ୍କୁ ସହାୟତା ରାଶି ପ୍ରଦାନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୱାର୍ଲ୍ଡ ଫୁଡ ଇଣ୍ଡିଆ 2023ର ଫୁଡ୍ ଷ୍ଟ୍ରିଟକୁ ମଧ୍ୟ ଉଦଘାଟନ କରିଥିଲେ ।

Show More

Related Articles

Back to top button