Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଆମେରିକାରେ ପହଂଚିଲେ ପିଏମ ମୋଦି

ୱାଶିଂଟନ- ଦୁଇ ଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଓ୍ବାଶିଂଟନ୍ ଡିସିରେ ପହଞ୍ଚିଛନ୍ତି ଭାରତର ପ୍ରଧାନମନ୍ତ୍ରୀ। ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସେଠାରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଛି। ବ୍ଲେୟାର୍ ହାଉସରେ ପ୍ରବାସୀ ଭାରତୀଙ୍କୁ ଭେଟିଛନ୍ତି।

ଏୟାରପୋର୍ଟରେ ତାଙ୍କର ଭବ୍ୟ ସ୍ୱାଗତ କରାଯାଇଥିଲା । ଭାରତୀୟ ସମୟ ସକାଳ 5.32ରେ ଏକ୍ସ ହ୍ୟାଣ୍ଡେଲରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ, କିଛି ସମୟ ପୂର୍ବରୁ ମୁଁ ୱାଶିଂଟନ ଡିସିରେ ଓହ୍ଲାଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବାକୁ ଓ ଭାରତ-ଆମେରିକା ବ୍ୟାପକ ବୈଶ୍ୱିକ ରଣନୈତିକ ବୁଝାମଣାକୁ ଆଗକୁ ବଢାଇବା ପାଇଁ ଆଗ୍ରହୀ । ଆମର ଦେଶ ନିଜ ଲୋକଙ୍କ ଲାଭ ଓ ଆମ ଗ୍ରହର ଉତମ ଭବିଷ୍ୟତ ପାଇଁ ମିଳିତ ଭାବେ କାମ କରିବୁ ।

Show More

Related Articles

Back to top button