Breaking PLUSଦେଶମୁଖ୍ୟ ଖବର

ଦିଲ୍ଲୀ ବିସ୍ଫୋରଣ- ଯେଉଁମାନେ ଦାୟୀ ସେମାନଙ୍କୁ ଛଡ଼ାଯିବନି କହିଲେ ମୋଦି

ନୂଆଦିଲ୍ଲୀ :ଭୁଟାନରେ ଦିଲ୍ଲୀ ବିସ୍ଫୋରଣକୁ ନେଇ କଡା ମନ୍ତବ୍ୟ ଦେଇଛନ୍ତି। କହିଛନ୍ତି ଯେଉଁମାନେ ଦାୟୀ ସେମାନଙ୍କୁ ଛଡାଯିବନି। ଆଜି ମୁଁ ଦୁଃଖ ମନରେ ଏଠାକୁ ଆସିଛି। ଷଡଯନ୍ତ୍ର ପଛରେ ଯେଉଁମାନେ ଅଛନ୍ତି, ସେମାନଙ୍କୁ ଛଡାଯିବନି। କାଲିର ଘଟଣା ପୁରା ଦେଶକୁ ବ୍ୟଥିତ କରିଛି। ପୀଡିତ ପରିବାରର ଦୁଃଖ ମୁଁ ବୁଝିପାରୁଛି, ପୁରା ଦେଶ ସେମାନଙ୍କ ସହ ଅଛି। ସାରା ରାତି ଅଧିକାରୀ ଓ ବିଭିନ୍ନ ଏଜେନ୍ସୀ ସହ ଯୋଗାଯୋଗରେ ଥିଲି। ଷଡଯନ୍ତ୍ରର ମୂଳ ପର୍ଯ୍ୟନ୍ତ ଯିବୁ , କାହାକୁ ଛଡାଯିବନି।

Show More

Related Articles

Back to top button