Breaking PLUSଓଡ଼ିଶାମୁଖ୍ୟ ଖବର

୨ ବର୍ଷ ପରେ ଫେରାର MBKଙ୍କୁ ଧରିଲା ପୋଲିସ

ବ୍ରହ୍ମପୁର: ୨ ବର୍ଷ ପରେ ଫେରାର MBKଙ୍କୁ ଧରିଲା ପୋଲିସ  । ଆନ୍ଧ୍ରପ୍ରଦେଶରୁ MBKଙ୍କ ସହ ଅନ୍ୟଜଣେ ସହଯୋଗୀଙ୍କୁ ଧରିଲା ପୋଲିସ । SHG ଗ୍ରୁପ୍‌ ଟଙ୍କା ହଡ଼ପ ମାମଲାରେ ୨ ଜଣଙ୍କୁ ଗିରଫ କରାଯାଇଛି । ଚିକିଟି ବ୍ଲକ୍‌ରେ ବିଭିନ୍ନ ଗ୍ରୁପ୍‌ର ୨୬ ଲକ୍ଷ ୬୬ ହଜାର ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଛି । ୨୦୨୩ରେ ତତ୍କାଳୀନ ବିଡିଓ ଟଙ୍କା ହଡ଼ପ ଅଭିଯୋଗ କରିଥିଲେ ।

Show More

Related Articles

Back to top button