Breaking PLUSଓଡ଼ିଶାମୁଖ୍ୟ ଖବର

ମେଜରଙ୍କ ବାନ୍ଧବୀଙ୍କ ନାଁରେ ମାମଲା କଲେ ପୋଲିସ ଅଧିକାରୀଙ୍କ ମା

ଭୁବନେଶ୍ୱର-  ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ପୋଲିସ ମାଡ଼ ମାମଲା  । ମେଜରଙ୍କ ବାନ୍ଧବୀଙ୍କ ନାଁରେ ମାମଲା କଲେ ପୋଲିସ ଅଧିକାରୀଙ୍କ ମା’ । ପୀଡ଼ିତା ଯେଉଁ ମହିଳା ପୋଲିସ ହାତ କାମୁଡ଼ିଥିଲେ, ତାଙ୍କ ମା’ଙ୍କ ପକ୍ଷରୁ ମାମଲା  । କୋର୍ଟ ଆଦେଶ ଅବମାନନା ନେଇ ମାମଲା କଲେ ପୋଲିସ ଅଫିସରଙ୍କ ମା’ । ମେଜର କିମ୍ବା ବାନ୍ଧବୀଙ୍କ ନାଁ ମିଡ଼ିଆରେ ପ୍ରକାଶ ପାଇଁ ମନା କରିଥିଲେ କୋର୍ଟ  । କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଏକ ଜାତୀୟ ଚ୍ୟାନେଲକୁ ଆସିଥିଲେ ପୀଡ଼ିତା । ଜଣେ ବରିଷ୍ଠ ମହିଳା ସାମ୍ବାଦିକଙ୍କୁ ବିସ୍ତୃତ ସାକ୍ଷାତକାର ଦେଇଥିଲେ । ଏହାକୁ ନେଇ ତାଙ୍କ ପରିବାର ମାନସିକ ଚାପରେ ଥିବା ପିଟିସନରେ ଉଲ୍ଲେଖ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button