Breaking PLUSଓଡ଼ିଶାମୁଖ୍ୟ ଖବର

ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ; ୧୪ ଗିରଫ

ପୁରୀ: ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରିଛି । ଏହି ଘଟଣାରେ ୧୪ ଗିରଫ ହୋଇଛନ୍ତି । ପୁରୀ ସଦର ଥାନା ଖଡ଼ିପଦାରେ ଚଢ଼ାଉ କରିଥିବା ବେଳେ ୭ ଲକ୍ଷ ୭୧ ହଜାର ଟଙ୍କା ଜବତ କରାଯାଇଛି । ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ, ୬ ବାଇକ୍ ଓ ୨ଟି ଚାରି ଚକିଆ ଗାଡ଼ି ଜବତ କରାଯାଇଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button