Breaking PLUSଓଡ଼ିଶାମୁଖ୍ୟ ଖବର

କୋର୍ଟ ଯିବେ ଶଙ୍କର ପୃଷ୍ଟି, ସୁରେଶ ନାୟକ ଓ ସାଗର ଗୌଡ଼

ଭୁବନେଶ୍ୱର- ପୋଲିସ SI ପରୀକ୍ଷା ସ୍କାମ୍‌ର ତଦନ୍ତ ନେଇ ଖୋଳତାଡ଼  । କୋର୍ଟ ଯିବେ ଶଙ୍କର ପୃଷ୍ଟି, ସୁରେଶ ନାୟକ ଓ ସାଗର ଗୌଡ଼ । ରିମାଣ୍ଡ ଅବଧି ସରିବା ପରେ ଆଜି କୋର୍ଟରେ ହେବେ ହାଜର । ୪ ଦିନିଆ ରିମାଣ୍ଡରେ ଯାଇଥିଲେ ଶଙ୍କର, ସୁରେଶ ଓ ସାଗର ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button