Breaking PLUSଓଡ଼ିଶାମୁଖ୍ୟ ଖବର
ପୋଲିସ SI ସ୍କାମ୍; ଦିଲ୍ଲୀରୁ ଆସିଲା CBI ଟେକ୍ନିକାଲ୍ ଟିମ୍

ନୂଆଦିଲ୍ଲୀ- ପୋଲିସ SI ନିଯୁକ୍ତି ସ୍କାମ; । ଦିଲ୍ଲୀରୁ ଆସିଲା CBI ଟେକ୍ନିକାଲ୍ ଟିମ୍ ।CBI ଟେକ୍ନିକାଲ୍ ଟିମ୍ ଭୁବନେଶ୍ବରରେ ପହଞ୍ଚିଲା । ସ୍କାମ୍ ପଛରେ କେଉଁ ପ୍ରକାର କୌଶଳ ପ୍ରୟୋଗ ତାର ଖୋଳତାଡ଼ କରିବ ।



