Breaking PLUSଓଡ଼ିଶାମୁଖ୍ୟ ଖବର

ପୋଲିସ SI ସ୍କାମ୍: ଆନ୍ତଃରାଜ୍ୟ ଲିଙ୍କ୍ ନେଇ ଆଉ ଜଣେ ଗିରଫ

ଭୁବନେଶ୍ୱର- ପୋଲିସ SI ସ୍କାମ୍ । ଆନ୍ତଃରାଜ୍ୟ ଲିଙ୍କ୍ ନେଇ ଆଉ ଜଣେ ଗିରଫ  । ବିହାରରୁ ଅଭିଯୁକ୍ତ ଅମିତ୍ ଭାରତୀକୁ ଗିରଫ କଲା CBI  । ଶଙ୍କର ପୃଷ୍ଟି ଓ ସୁରେଶ ନାୟକକୁ ଜେରା ପରେ ଅମିତ୍ ଗିରଫ । ଅମିତ୍ ଭାରତୀକୁ ଆଜି କୋର୍ଟ ଚାଲାଣ କରିବ ସିବିଆଇ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button