Breaking PLUSଓଡ଼ିଶାମୁଖ୍ୟ ଖବର
ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ପ୍ରମିଳା ମଲ୍ଲିକ

ଭୁବନେଶ୍ୱର-ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ପ୍ରମିଳା ମଲ୍ଲିକ । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରତିକ୍ରିୟା ରଖି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ୩ ଦିନ ହେଲା ଗୃହରେ ହଟ୍ଟଗୋଳ ଚାଲିଛି । ହେଲେ ମନ୍ତ୍ରୀଙ୍କ ନୀତି, ନୈତିକତା ନଥିବାରୁ ଇସ୍ତଫା ଦେଲେନି । ତଳ ତଳିଆ କର୍ମଚାରୀଙ୍କୁ ସସ୍ପେଣ୍ଡ କରି ଚୁପ୍ ବସିଛନ୍ତି ସରକାର କହି ବର୍ଷିଛନ୍ତି ପ୍ରମିଳା ।



