Breaking PLUSଓଡ଼ିଶାମୁଖ୍ୟ ଖବର

ଆନ୍ଦୋଳନକାରୀ ମିଶନ ଶକ୍ତି ମହିଳା ନୁହନ୍ତି-ପ୍ରଭାତି ପରିଡା

ଭୁବନେଶ୍ୱର- ମିଶନ ଶକ୍ତିକୁ ନେଇ ବିଜେଡିର ମୁଲତବି ନୋଟିସ ଉପରେ ଉତ୍ତର ।  ଉତ୍ତର ରଖିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା  । ‘ସରକାର ମୁକ ବସିବା ମିଛ; ସଚିବ, ରାଜ୍ୟ କମିଶନ ସମସ୍ତେ ଭେଟିଛନ୍ତି’  । ‘ଆନ୍ଦୋଳନରୁ ଉଠିଯିବେ ବୋଲି କହିଲେ, କିନ୍ତୁ ଉଠିଲେ ନାହିଁ’  । ‘ସରକାର ପଦକ୍ଷେପ ନେବେ, କାହା କଥାରେ ରାସ୍ତାରେ ଗଡ଼ନ୍ତୁ ନାହିଁ’  । ‘ଯେଉଁମାନେ ଆନ୍ଦୋଳନରେ ବସିଛନ୍ତି, ସେମାନେ ମିଶନ ଶକ୍ତି ମହିଳା ନୁହନ୍ତି’ । ସେମାନେ ମିଶନ ଶକ୍ତିର କମ୍ୟୁନିଟି ଷ୍ଟାଫ୍‌ । ‘ଯେଉଁମାନଙ୍କର ୫ ବର୍ଷର ଅବଧି ସରିଛି, ଦରମା ପାଇସାରିଛନ୍ତି’  । ‘ଯେଉଁମାନଙ୍କର ୫ ବର୍ଷ ପୁରିନି, ଦରମା ପାଇଁ ନଭେମ୍ବର ୪ରୁ ନିର୍ଦ୍ଦେଶ’ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button