Breaking PLUSଓଡ଼ିଶାମୁଖ୍ୟ ଖବର

ଡାହାଣୀ ନିର୍ଯାତନା ଓ ବାଲ୍ୟ ବିବାହ ନିବାରଣ କର୍ମଶାଳାରେ ତାଗିଦ, ଫାଇଲ୍‌ ନିୟମ ଅନୁସାରେ କାମ ନ କରି ସ୍ଥିତି ଦେଖି କାମ କର

ଭୁବନେଶ୍ୱର- ଡାହାଣୀ ନିର୍ଯାତନା ଓ ବାଲ୍ୟ ବିବାହ ନିବାରଣ କର୍ମଶାଳାରେ ତାଗିଦ । କର୍ମଶାଳାରେ ଯୋଗ ଦେଇ ତାଗିଦ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । କର୍ମଶାଳାରେ ଯୋଗ ଦେଇଥିବା କର୍ମଚାରୀଙ୍କୁ ଦେଲେ ପରାମର୍ଶ  । ଫାଇଲ୍‌ ନିୟମ ଅନୁସାରେ କାମ ନ କରି ସ୍ଥିତି ଦେଖି କାମ କର । ମାସକୁ ଥରେ ଗୋଟିଏ ଘଣ୍ଟା ଡାହାଣୀ ଅନ୍ଧବିଶ୍ବାସ ଥିବା ଅଞ୍ଚଳ ଗସ୍ତ କର । ଯେଉଁଠି ବାଲ୍ୟ ବିବାହ ପ୍ରଥା ରହିଛି, ସେଠାକୁ ଗସ୍ତ କରି ସଚେତନ କର ବୋଲି ପ୍ରଭାତି ପରିଡା କହିଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button