Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ପୋଲସରାରେ ପ୍ରାକ୍ ନିର୍ବାଚନୀ ହିଂସା, ଫୁଟିଲା ଗୁଳି

ପୋଲସରା- ପୋଲସରାରେ ପ୍ରାକ୍ ନିର୍ବାଚନୀ ହିଂସା । ଖଲ୍ଲିକୋଟ ପରେ ପୋଲସରାରେ ବି ଦେଖିବାକୁ ମିଳିଛି ରାଜନୈତିକ ହିଂସା । ପୋଲସରାରେ ବି ଫୁଟିଛି ଗୁଳି । ପୋଲସରା ତୋଟାସାହିର ଜଣଙ୍କ ଉପରକୁ ଗୋଟିଏ ରାଉଣ୍ଡ ଗୁଳିମାଡ ହୋଇଛି । ଗୁଳିମାଡର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ଏମକେସିଜି ସ୍ଥାନାନ୍ତର କରାଯାଇଛି ।

Show More

Related Articles

Back to top button