Breaking PLUSଦେଶମୁଖ୍ୟ ଖବର

ସମ୍ବିଧାନର ୭୫ ବର୍ଷ ଅବସରରେ ୭୫ ଟଙ୍କିଆ କଏନ୍ ଉନ୍ମୋଚିତ

ନୂଆଦିଲ୍ଲୀ- ସମ୍ବିଧାନର ୭୫ ବର୍ଷ ଅବସରରେ ୭୫ ଟଙ୍କିଆ କଏନ୍ ଉନ୍ମୋଚିତ ହୋଇଛି । ୭୫ ଟଙ୍କିଆ କଏନ୍ ଉନ୍ମୋଚନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କିଛି ପୁସ୍ତକ ଓ ଡାକ ଟିକେଟ ମଧ୍ୟ ଉନ୍ମୋଚିତ ହୋଇଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button