Breaking PLUSଦେଶମୁଖ୍ୟ ଖବର

ତ୍ରିବେଣୀରେ ସଙ୍ଗମରେ ବୁଡ ପକାଇଲେ ପ୍ରଧାନମନ୍ତ୍ରୀ ମୋଦି

ମହାକୁମ୍ଭନଗର- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପ୍ରୟାଗରାଜ ମହାକୁମ୍ଭରେ ପହଂଚି ପବିତ୍ର ତ୍ରିବେଣୀ ସଙ୍ଗମରେ ଆସ୍ଥାର ବୁଡ ପକାଇଛନ୍ତି । ସେ ସଙ୍ଗମରେ ସ୍ନାନ ସମୟରେ ପବିତ୍ର ଜଳରେ ଠିଆ ହୋଇ ସୂର୍ଯ୍ୟ ଭଗବାନଙ୍କୁ ଅର୍ଘ୍ୟ ଅର୍ପଣ କରିଥିଲେ । ପରିକ୍ରମା କରି ମନ୍ତ୍ର ଜପ କରିଥିଲେ । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଷ୍ଟିମରରେ ବସି ସଙ୍ଗମ ଘାଟ ଅବଲୋକନ କରିଥିଲେ ।

Show More

Related Articles

Back to top button