Breaking PLUSଓଡ଼ିଶାଦେଶ ବିଦେଶମୁଖ୍ୟ ଖବର
କରୋନା ଟିକା ନେବେ ପ୍ରଧାନମନ୍ତ୍ରୀ ମୋଦି
ଦେଶର ପ୍ରଧାନମନ୍ତ୍ରୀ ସମସ୍ତ ମୁଖ୍ୟମନ୍ତ୍ରୀ, ସାଂସଦାମାନେ ଟିକା ନେବେ । ଦେଶରେ ଆଗାମୀ ଦିନରେ ହେବାକୁ ଥିବା ୨ୟ ପର୍ଯ୍ୟାୟ ଟିକାକରଣରେ ଏହି ସମସ୍ତ ବ୍ୟକ୍ତି ଭ୍ୟାକିସିନ ନେବେ ।
ଦେଶର ପ୍ରଧାନମନ୍ତ୍ରୀ ସମସ୍ତ ମୁଖ୍ୟମନ୍ତ୍ରୀ, ସାଂସଦାମାନେ ଟିକା ନେବେ । ଦେଶରେ ଆଗାମୀ ଦିନରେ ହେବାକୁ ଥିବା ୨ୟ ପର୍ଯ୍ୟାୟ ଟିକାକରଣରେ ଏହି ସମସ୍ତ ବ୍ୟକ୍ତି ଭ୍ୟାକିସିନ ନେବେ । ଏହି ପର୍ଯ୍ୟାୟରେ ରାଜ୍ୟରେ ବିଧାୟକମାନେ ମଧ୍ୟ ଟିକା ନେବେ । ଯେଉଁମାନଙ୍କ ଅଧିକ ବୟସ କିମ୍ବା ଅତ୍ୟଧିକ ରୋଗରେ ପୀଡିତ ଅଛନ୍ତି । ସେମାନଙ୍କ ପ୍ରାଥମିକତା ଦିଆଯାଇପାରେ ।