Breaking PLUSଓଡ଼ିଶାମୁଖ୍ୟ ଖବର
ପୁଆଣିଆ ଗାଁରେ ଘର ଭିତରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଖଣ୍ଡପଡ଼ା: ପୁଆଣିଆ ଗାଁରେ ଘର ଭିତରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି ।ପତ୍ନୀ ବିରୋଧରେ ହତ୍ୟା ଅଭିଯୋଗ ଆଣିଲେ ଶାଶୁ ଘର ଲୋକେ । ବେଲ୍ଟରେ ସ୍ବାମୀର ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ କଲେ ।ପରକୀୟା ପ୍ରୀତି ଧରିଦେବାରୁ ସ୍ବାମୀକୁ ହତ୍ୟା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍, ସ୍ତ୍ରୀକୁ ଅଟକ ରଖିଲା ପୋଲିସ ।


