Breaking PLUSଦେଶ ବିଦେଶମୁଖ୍ୟ ଖବରରାଜନୀତି

ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତୈନ୍ଦ୍ର ଜୈନ୍‌ଙ୍କ ପତ୍ନୀ ପୁନମ ଜୈନଙ୍କୁ ମିଳିଲା ବେଲ୍

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ଫସିଥିବା ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତୈନ୍ଦ୍ର ଜୈନ୍‌ଙ୍କ ପତ୍ନୀ ପୁନମ ଜୈନଙ୍କୁ ମିଳିଲା ବେଲ୍। ଆଜି ଦିଲ୍ଲୀ ରାଉସ୍ ଏଭିନ୍ୟୁ କୋର୍ଟ ପୁନମ ଜୈନ୍‌ଙ୍କୁ ବେଲ୍ ଦେଇଛନ୍ତି। ତେବେ କେବଳ ପତ୍ନୀ ପୁନମ ନୁହଁନ୍ତି, ସ୍ୱାମୀ ସତୈନ୍ଦ୍ର ଜୈନ୍ ମଧ୍ୟ ପୁଣିଥରେ ଏକ ନୂଆକରି ବେଲ୍ ପାଇଁ ଆବେଦନ କରିଛନ୍ତି।ଅଗଷ୍ଟ୨୭ ରେ ତାଙ୍କ ବେଲ୍‌ ଆବେଦନ ନେଇ ଶୁଣାଣି ହେବ। ସେହିପରି ମାମଲାର ସହ ଅଭିଯୁକ୍ତ ଅଙ୍କୁଶ ଓ ବୈଭବ ଜୈନ୍‌ଙ୍କର ବେଲ୍‌ ଆବେଦନ ମଧ୍ୟ ଅଗଷ୍ଟ ୨୭ ତାରିଖରେ ଶୁଣାଣି ହେବ ବୋଲି ସୂଚନା ରହିଛି।

Show More

Related Articles

Back to top button