Breaking PLUSଓଡ଼ିଶାମୁଖ୍ୟ ଖବର

ADJ କୋର୍ଟରେ ପୁଞ୍ଜିଲାଲ ମେହେର ହାଜର

ବଲାଙ୍ଗିର: ADJ କୋର୍ଟରେ ପୁଞ୍ଜିଲାଲ ମେହେର ହାଜର ହୋଇଛନ୍ତି । ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ଏକମାତ୍ର ଅଭିଯୁକ୍ତ ପୁଞ୍ଜିଲାଲ । ଏଡିଜେ କୋର୍ଟରେ ପୁଞ୍ଜିଲାଲଙ୍କ ହେବ ବୟାନ ରେକର୍ଡ ।

Show More

Related Articles

Back to top button