Breaking PLUSଓଡ଼ିଶାମୁଖ୍ୟ ଖବର

କାଲି ଶ୍ରୀଜୀଉଙ୍କ ବନକଲାଗି ନୀତି, 4ଘଂଟା ବନ୍ଦ ରହିବ ଦର୍ଶନ

ପୁରୀ- ଆସନ୍ତାକାଲି ତା୨୧.୮.୨୦୨୪ ରିଖ,ବୁଧବାର ଭାଦ୍ରବ:କୃଷ୍ଣ ତୃତୀୟା ତିଥି , ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ ।
ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ଅପରାହ୍ନ ଘ.୫.୦୦ ଟିକା ଠାରୁ ରାତ୍ର ଘ.୯.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।

Show More

Related Articles

Back to top button