Breaking PLUSଓଡ଼ିଶାମୁଖ୍ୟ ଖବର
ଅମାନିଆ ହାତୀ ଦେହରେ ଲାଗିବ ରେଡିଓ କଲାର

ଭୁବନେଶ୍ୱର- ପ୍ରୋବ୍ଲେମେଟିକ୍ ବା ଅମାନିଆ ହାତୀ ଦେହରେ ଲାଗିବ ରେଡିଓ କଲାର । ରାଜ୍ୟରେ ଅଛନ୍ତି ୧୮ ପ୍ରୋବ୍ଲେମେଟିକ୍ ବା ଅମାନିଆ ଦନ୍ତାହାତୀ ।ଏସବୁ ହାତୀ ଦେହରେ ରେଡିଓ କଲାର ଲଗାଯାଇ ମନିଟର କରାଯିବ ବୋଲି ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ । ହାତୀଙ୍କୁ ସୁଧାରିବାକୁ ଚେଷ୍ଟା ସହ ଲୋକଙ୍କୁ ମଧ୍ୟ ସଚେତନ କରାଯିବ ।ହାତୀ ବ୍ୟବହାର ନବଦଳିଲେ, ଟ୍ରାଙ୍କୁଲାଇଜ କରି କେୟାର ସେଣ୍ଟର ପଠାଯିବ ।