Breaking PLUSଓଡ଼ିଶାମୁଖ୍ୟ ଖବର

MKCGରେ MBBS ୨ୟ ବର୍ଷ ଛାତ୍ରଙ୍କୁ ରାଗିଂ ଅଭିଯୋଗ

ଭୁବନେଶ୍ୱର- -ବ୍ରହ୍ମପୁର MKCGରେ MBBS ୨ୟ ବର୍ଷ ଛାତ୍ରଙ୍କୁ ରାଗିଂ ଅଭିଯୋଗ । ବିଭିନ୍ନ ହଷ୍ଟେଲରେ ଏକାଧିକ ଛାତ୍ରଙ୍କୁ ରାଗିଂ ହୋଇଥିବା ଅଭିଯୋଗ । ନ୍ୟାସନାଲ ମେଡିକାଲ କାଉନସିଲ୍‌ ନିକଟରେ ଅଭିଭାବକଙ୍କ ଅଭିଯୋଗ  । ଅଭିଯୋଗ ଆଧାରରେ ତଦନ୍ତ ପାଇଁ ଡିନ୍‌ଙ୍କୁ ଚିଠି ଲେଖିଲା NMC । NMC ପକ୍ଷରୁ ଚିଠି ପାଇବା ପରେ ତଦନ୍ତ ନିର୍ଦ୍ଦେଶ ଦେଲେ କଲେଜ ଡିନ୍  । ହଷ୍ଟେଲର କୌଣସି ଛାତ୍ର ମୁହଁ ଖୋଲୁନଥିବା କହିଲେ ଡିନ୍ । ମାନସିକ ଓ ଶାରୀରିକ ନିର୍ଯାତନା ନେଇ NMCରେ ଅଭିଯୋଗ ରହିଛି । ଏନେଇ କଲେଜର ଆଣ୍ଟି ରାଗିଂ ସେଲ୍‌ରେ ବୈଠକ ବସିବ କହିଲେ ଡିନ୍ । 

Show More

Related Articles

Back to top button