Breaking PLUSଓଡ଼ିଶାଦେଶମୁଖ୍ୟ ଖବର
ଲାଲ୍କିଲ୍ଲା ବିସ୍ଫୋରଣ; ଅଲ୍ ଫଲାହ ଅଫିସ୍ରେ ରେଡ୍

ନୂଆଦିଲ୍ଲୀ- ଲାଲ୍କିଲ୍ଲା ବିସ୍ଫୋରଣ ମାମଲା । ଅଲ୍ ଫଲାହ ଅଫିସ୍ରେ ରେଡ୍ । ଦିଲ୍ଲୀ ଅଫିସ୍ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢ଼ାଉ । ଆର୍ଥିକ ଅନିୟମିତତା ଅଭିଯୋଗରେ ଇଡିର ଚଢ଼ାଉ । ବିସ୍ଫୋରଣ ପରେ ସ୍କାନରରେ ଫରିଦାବାଦର ଅଲ୍ ଫଲାହ ୟୁନିଭର୍ସିଟି ।



