Breaking PLUSଓଡ଼ିଶାମୁଖ୍ୟ ଖବର
ମଙ୍ଗଳାବାଗର ଏକ ଘରୋଇ ଡାଇଗ୍ନୋଷ୍ଟିକ୍ ସେଣ୍ଟର୍ ଉପରେ ଚଢାଉ

କଟକ- କଟକ ମଙ୍ଗଳାବାଗର ଏକ ଘରୋଇ ଡାଇଗ୍ନୋଷ୍ଟିକ୍ ସେଣ୍ଟର୍ ଉପରେ ଚଢାଉ ହୋଇଛି । ଚଢାଉରେ CDMOଙ୍କ ସହ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଟିମ୍ ସାମିଲ ହୋଇଛନ୍ତି । ବିନା କାଗଜପତ୍ରରେ ଦୀର୍ଘଦିନ ହେବ ଚାଲି ଆସୁଥିବା ଅଭିଯୋଗ ହୋଇଛି । ବେଆଇନ ଭାବେ ଅଲଟ୍ରାସାଉଣ୍ଡ କରାଯାଉଥିବା ଅଭିଯୋଗ ପରେ ରେଡ୍ ।



