Breaking PLUSଦେଶମୁଖ୍ୟ ଖବର

ଜାମ୍ମୁ-କାଶ୍ମୀର ରଜୌରୀରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ; ୬ ଯବାନ ଆହତ

ଜମ୍ମୁ: ଜମ୍ମୁ-କାଶ୍ମୀର ରଜୌରୀ ଜିଲାର ନୌଶେରା ସେକ୍ଟରରେ ନିୟନ୍ତ୍ରଣ ରେଖା ନିକଟରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ୬ ଜଣ ଯବାନ ଆହତ ହୋଇଥିବା ଜଣାପଡ଼ିଛି। ଯବାନମାନେ ପାଟ୍ରୋଲିଂରେ ଥିବା ସମୟରେ ଏହି ବିସ୍ଫୋରଣ ଘଟିଛି। ସମସ୍ତ ଆହତ ଯବାନମାନଙ୍କୁ ଚିକିତ୍ସା ପାଇଁ ରଜୌରୀର ୧୫୦ ଜେନେରାଲ ହସ୍ପିଟାଲ(ଜିଏଚ୍‌)ରେ ଭର୍ତ୍ତି କରାଯାଇଛି।

Show More

Related Articles

Back to top button