Breaking PLUSଓଡ଼ିଶାମୁଖ୍ୟ ଖବର

କାଲି ଓଡ଼ିଶା ଆସିବେ ରାମାୟଣ ରାମ ଅରୁଣ ଗୋଭିଲ

ଭୁବନେଶ୍ୱର-ଆସନ୍ତାକାଲି ୨୨ରେ ଓଡ଼ିଶା ଆସିବେ ରାମାୟଣ ରାମ ଅରୁଣ ଗୋଭିଲ । ବିଜେପି ନେତା ଅରୁଣ ଗୋଭିଲ ୨୨ରେ ୪ଟି ସଭାରେ ଯୋଗଦେବେ । ସେ ଚମ୍ପୁଆ, ତେଲକୋଇ, ଢେଙ୍କାନାଳ ଓ ବାଲିପାଟଣାରେ ସଭା କରିବେ ।

Show More

Related Articles

Back to top button