Breaking PLUSଓଡ଼ିଶାମୁଖ୍ୟ ଖବର

ସୁପ୍ରିମକୋର୍ଟରୁ ରଣବୀର ଆହ୍ଲାବାଦିଆଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ: ‘ଇଣ୍ଡିଆଜ୍‌ ଗଟ୍‌ ଲାଟେଣ୍ଟ’ କାର୍ଯ୍ୟକ୍ରମରେ ବିବାଦୀୟ ମନ୍ତବ୍ୟ ମାମଲାରେ ରଣବୀର ଆହ୍ଲାବାଦିଆଙ୍କୁ ସୁପ୍ରିମକୋର୍ଟରୁ ଆଶ୍ଵସ୍ତି ମିଳିଛି। ସୁପ୍ରିମକୋର୍ଟ ତାଙ୍କ ଶୋ’ ‘ଦି ରଣବୀର ଶୋ’ର ପ୍ରସାରଣ ପାଇଁ ଅନୁମତି ଦେଇଛନ୍ତି। ଏହା ସହିତ ଶୋ’ ସମୟରେ ମର୍ଯ୍ୟାଦା ପ୍ରତି ଧ୍ୟାନ ଦେବାକୁ ନିର୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।

Show More

Related Articles

Back to top button