Breaking PLUSଓଡ଼ିଶାମୁଖ୍ୟ ଖବର

ଫେବ୍ରୁଆରୀ ୧୫ ଯାଏଁ ବଢ଼ିଲା ରାସନ e-KYC ଅପଡେଟ୍

ଫେବ୍ରୁଆରୀ ୧୫ ଯାଏଁ ବଢ଼ିଲା ରାସନର e-KYC ଅପଡେଟ୍ |ଏହି ଅବଧି ବୃଦ୍ଧି ନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର |ପୂର୍ବରୁ ଜାନୁଆରୀ ୩୧ ଶେଷ ତାରିଖ ଥିଲା, କିନ୍ତୁ ବର୍ତମାନ ଏହି ଅବଧିକୁ ଫେବୃଆରୀ ୧୫ ତାରିଖ ଯାଏଁ ବୃଦ୍ଧି କରାଯାଇଛି |କିଛି ଲୋକ e-KYC କରିନଥିବାରୁ ତାରିଖ ଅବଧି ବୃଦ୍ଧି ପାଇଁ ଦାବି କରିଛନ୍ତି |ଏହାକୁ ବିଚାର କରି ସରକାର ଏହି ନିଷ୍ପତି ନେଇଛନ୍ତି |

Show More

Related Articles

Leave a Reply

Your email address will not be published. Required fields are marked *

Back to top button