Breaking PLUSଓଡ଼ିଶାମୁଖ୍ୟ ଖବର
ଦାରିଙ୍ଗବାଡ଼ି ଆମ୍ବ ଟାକୁଆ ଜାଉ ଖାଇ ମୃତ୍ୟୁ ଘଟଣାର ଆରଡିସି ତଦନ୍ତ
କନ୍ଧମାଳ- ଦାରିଙ୍ଗବାଡ଼ି ଆମ୍ବ ଟାକୁଆ ଜାଉ ଖାଇ ମୃତ୍ୟୁ ଘଟଣା ।ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ ପରେ ଗାଁରେ ପହଞ୍ଚିଲେ ଆର୍ଡିସି । ମାଣ୍ଡିପଙ୍କା ଗାଁରେ ବ୍ରହ୍ମପୁର ଆରଡିସି ରୁପା ରୋଶନ ସାହୁଙ୍କ ତଦନ୍ତ । ଆରଡିସିଙ୍କ ସହ କନ୍ଧମାଳ ଜିଲ୍ଲାପାଳ ମଧ୍ୟ ଉପସ୍ଥିତ ଅଛନ୍ତି ।