Breaking PLUSଦେଶମୁଖ୍ୟ ଖବର

ରେଖା ଗୁପ୍ତା ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ବହୁ କଳ୍ପନା ଜଳ୍ପନାର ଅବସାନ ଘଟାଇବା ପୂର୍ବକ ଦିଲ୍ଲୀ ପାଇଁ ବିଜେପି ଏହାର ମୁଖ୍ୟମନ୍ତ୍ରୀ ମନୋନୟନ କରିଛି। ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ବିଜେପିର ନବ ନିର୍ବାଚିତ ବିଧାୟକଙ୍କ ବୈଠକରେ ରେଖା ଗୁପ୍ତାଙ୍କୁ ବିଧାୟକ ଦଳ ନେତା ତଥା ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ କରାଯାଇଛି। ଆଜି ରାମଲୀଲା ମୈଦାନରେ ଅନୁଷ୍ଠିତ ଉତ୍ସବରେ ସେ ଶପଥ ଗ୍ରହଣ କରିବେ।

Show More

Related Articles

Back to top button