Breaking PLUSଓଡ଼ିଶାମୁଖ୍ୟ ଖବର

ଲାଂଚ ନେବା ବେଳେ ଧରାପଡିଲେ ଆରଆଇ

ଭୁବନେଶ୍ୱର – ଲାଂଚ ନେବା ବେଳେ ଧରାପଡିଲେ ଆରଆଇ । ଭଦ୍ରକ ତିହିଡି ତହସିଲ ଅନ୍ତର୍ଗତ ଗଦିର ଆରଆଇ ଭାଗବତ ଖଟୁଆ 5ହଜାର ଟଙ୍କା ଲାଂଚ ନେବା ବେଳେ ଧରାପଡିଛନ୍ତି । ଏକ ଜମିଜମା ମାମଲାରେ ସେ ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ତାଙ୍କ ଠାରୁ ଲାଂଚ ଟଙ୍କା ଜବତ କରାଯାଇଛି । ଏହାପରେ ଆୟ ବହିର୍ଭୁତ ସଂପତି ଠୁଳ ଅଭିଯୋଗରେ ତାଙ୍କର ଦୁଇଟି ଠିକଣାରେ ଚଢାଉ କରିଛି ଭିଜିଲାନ୍ସ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button