Breaking PLUSଓଡ଼ିଶାମୁଖ୍ୟ ଖବର

ରାସ୍ତା ପାଇଁ ରାସ୍ତା ବନ୍ଦ

ରାସ୍ତା କାମ ପାଇଁ ରାସ୍ତାକୁ ବନ୍ଦ କରାଯାଇଛି |ରାସ୍ତା କାମକୁ ନେଇ ୮ ଘଣ୍ଟିଆ ବିନିକା ସହର ବନ୍ଦ କରିଛନ୍ତି |ବନ୍ଦ ପାଳନ ସଚେତନ ନାଗରିକ ମଞ୍ଚ ପକ୍ଷରୁ ୮ ଘଣ୍ଟା ପାଇଁ କରାଯାଇଛି |କଲେଜ ଛକ ନିକଟରେ ଟାୟାର ସବୁ ଜଳି ରାସ୍ତାକୁ ଅବରୋଧ କରିଛନ୍ତି |ଏହି ବନ୍ଦ ରେ ଶିକ୍ଷାନୁଷ୍ଠାନ, ଅଫିସ ଓ ବ୍ୟାଙ୍କ ବନ୍ଦ ଏବଂ ଜରୁରୀକାଳିନ ସେବାକୁ ମଧ୍ୟ ବନ୍ଦ କରାଯାଇଛି |ଏହାଦ୍ବାରା ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି |

Show More

Related Articles

Leave a Reply

Your email address will not be published. Required fields are marked *

Back to top button