Breaking PLUSଓଡ଼ିଶାମୁଖ୍ୟ ଖବର

ଜନତା ମୈଦାନରେ ଆଜିଠୁ ରୋଡ୍ କଂଗ୍ରେସ ମହାକୁମ୍ଭ

ଭୁବନେଶ୍ବର: ଜନତା ମୈଦାନରେ ଆଜିଠୁ ରୋଡ୍ କଂଗ୍ରେସ ମହାକୁମ୍ଭ । ୮୪ତମ ଅଧିବେଶନରେ ଅଂଶଗ୍ରହଣ କରିବେ ୩ହଜାରରୁ ଅଧିକ ପ୍ରତିନିଧି । ଶୁକ୍ରବାର ଉଦଘାଟନ କରିବେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଓ ମୁଖ୍ୟମନ୍ତ୍ରୀ  । ନଭେମ୍ବର ୧୦ ତାରିଖ ଯାଏ ସଡକ ଓ ପରିବହନ ଉପରେ ହେବ ଆଲୋଚନା ।

Show More

Related Articles

Back to top button