Breaking PLUSଓଡ଼ିଶାମୁଖ୍ୟ ଖବର

ନୂଆବର୍ଷରେ ଇସ୍ରାଏଲ ଉପରେ ରକେଟ୍ ମାଡ

ନୂଆବର୍ଷ ୨୦୨୫ର ପ୍ରଥମ ଦିନରେ ଆତଙ୍କବାଦୀ ଗୋଷ୍ଠୀ ହମାସ୍ ଦକ୍ଷିଣ ଇସ୍ରାଏଲ ଉପରେ ଗାଜାରୁ ରକେଟ୍ ମାଡ଼ କରିଛି। ଗାଜା ଠାରୁ ପ୍ରାୟ ୧୦କିଲୋମିଟର ଦୂରରେ ଥିବା ନେଟିଭୋଟ ଏବଂ ଏହାର ଆଖପାଖ ଅଞ୍ଚଳରେ ରକେଟ୍ ମାଡ଼ ନେଇ ସତର୍କ ସୂଚନା ପାଇଁ ନୂଆବର୍ଷରେ ସାଇରନ୍ ବାଜି ଉଠିଥିଲା।  ହମାସ୍ କହିଛି ଆମେ ନେଟିଭୋଟକୁ ଟାର୍ଗେଟ କରିଛୁ। ଗତ ବର୍ଷ, ୨୦୨୪ ମସିହାରେ ନୂଆବର୍ଷ ଅବସରରେ ଆତଙ୍କବାଦୀ ଗୋଷ୍ଠୀ କେନ୍ଦ୍ରୀୟ ଇସ୍ରାଏଲ ଉପରେ ରକେଟ ମାଡ଼ କରିଥିଲା।

Show More

Related Articles

Leave a Reply

Your email address will not be published. Required fields are marked *

Back to top button