Breaking PLUSଓଡ଼ିଶାମୁଖ୍ୟ ଖବର

ବିଚ୍ ରାସ୍ତାରେ ୨ ଯୁବକଙ୍କୁ ହାଣିଦେଲେ

ରାଉରକେଲା: ରାସ୍ତାରେ ୨ ଯୁବକଙ୍କୁ ହାଣିଦେଲେ, । ଘଟଣାସ୍ଥଳରେ ଜଣେ ମୃତ  । ରାଉରକେଲା ସେକ୍ଟର-୭ ଥାନା ସଭୌତିକ ଆଶ୍ରମ ରାସ୍ତାରେ ହତ୍ୟାକାଣ୍ଡ ଘଟିଛି । ଗୁରୁତର ଯୁବକଙ୍କୁ ଆରଜିଏଚ୍‌ ମେଡିକାଲରେ ଭର୍ତ୍ତି କରାଯାଇଛି । ୨ ଯୁବକଙ୍କ ପରିଚୟ ଅସ୍ପଷ୍ଟ, ଆକ୍ରମଣର କାରଣ ଜଣାପଡ଼ି ନାହିଁ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button