Breaking PLUSଦେଶମୁଖ୍ୟ ଖବର

ରୂପା ଗାଙ୍ଗୁଲି ଗିରଫ

କୋଲକାତା- ପଶ୍ଚିମବଙ୍ଗର କୋଲକାତାରେ ବିଜେପିର ପୂର୍ବତନ ସାଂସଦ ତଥା ଅଭିନେତ୍ରୀ ରୂପା ଗାଙ୍ଗୁଲୀଙ୍କୁ ଗିରଫ କରିଛି ପୁଲିସ। ସେ ବାଂସଦ୍ରୋଣୀ ଥାନା ସମ୍ମୁଖରେ ଧାରଣାରେ ବସିଥିଲେ। ବୁଧବାର ସାରା ରାତି ସେ ଥାନା ସମ୍ମୁଖରେ ଧାରଣ ଦେଇଥିଲେ। ସୂଚନା ମୁତାବକ, ଧାରଣା ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଥିଲା। ସାରା ରାତି ରୂପା ଗାଙ୍ଗୁଲୀ ଥାନା ବାହାରେ ବସି ରହିଥିବାବେଳେ ଗୁରୁବାର ପଶ୍ଚିମବଙ୍ଗ ପୁଲିସ ତାଙ୍କୁ ଗିରଫ କରିଛି। ତାଙ୍କୁ ଗିରଫ କରି ଲାଲବଜାର ନିଆଯାଇଥିବା ଜଣାପଡ଼ିଛି

Show More

Related Articles

Back to top button