Breaking PLUSଓଡ଼ିଶାମୁଖ୍ୟ ଖବର

ଉଦ୍ଧାର ହେଲା ବିକ୍ରି ଶିଶୁ

ବଲାଙ୍ଗିର: ଗରିବୀ ପାଇଁ ନବଜାତ ଶିଶୁପୁତ୍ର ବିକ୍ରି ଘଟଣା । ସଇଁନ୍ତଲା ଭଦ୍ରା ଗାଁରୁ ଉଦ୍ଧାର ହେଲା ବିକ୍ରି ଶିଶୁ । ପ୍ରଶାସନର ଖୋଳତାଡ଼ ପରେ ବିକ୍ରି ଶିଶୁ ଉଦ୍ଧାର କରାଯାଇଛି । ଉଦ୍ଧାର ଶିଶୁକୁ ‘ସା’ କେନ୍ଦ୍ରରେ ରଖିଛି ପ୍ରଶାସନ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button