Breaking PLUSଓଡ଼ିଶାମୁଖ୍ୟ ଖବର
ଲିଭର ଦେବା ପରେ ବି ବଞ୍ଚିଲେନି ସାନ ଯାଆ

ସମ୍ବଲପୁର: ଲିଭର ଦେବା ପରେ ବି ବଞ୍ଚିଲେନି ସାନ ଯାଆ । ଚିକିତ୍ସାଧୀନ ଅବସ୍ଥାରେ ହାଇଦ୍ରାବାଦରେ ସାନ ଯାଆର ମୃତ୍ୟୁ ହୋଇଛି । ଗତକାଲି ରାତିରେ ମୃତ୍ୟୁ ନେଇ ମହିଳାଙ୍କ ସ୍ବାମୀ ଦେଲେ ସୂଚନା ଦେଇଛନ୍ତି । ଝାଙ୍କରପାଲି ଅଞ୍ଚଳର ମହିଳା ଜଣଙ୍କ ହାଇଦ୍ରାବାଦରେ ଚିକିତ୍ସାଧୀନ ଥିଲେ ।ସାନ ଯାଆଙ୍କୁ ଲିଭର ଦେଇ ଚର୍ଚ୍ଚାକୁ ଆସିଥିଲେ ବଡ଼ ଯାଆ । ପେଟରେ ସେପଟିକ୍ ହେବାରୁ ସାନ ଯାଆଙ୍କ ଲିଭର ନଷ୍ଟ ହୋଇଥିଲା ।