Breaking PLUSଓଡ଼ିଶାମୁଖ୍ୟ ଖବର
ଅଭିଯୁକ୍ତ ଶଙ୍କର ପୃଷ୍ଟିର ଘନିଷ୍ଠ ସହଯୋଗୀ ଗିରଫ

ଭୁବନେଶ୍ୱର- ପୋଲିସ ଏସଆଇ ନିଯୁକ୍ତି ସ୍କାମ୍ । ଅଭିଯୁକ୍ତ ଶଙ୍କର ପୃଷ୍ଟିର ଘନିଷ୍ଠ ସହଯୋଗୀ ଗିରଫ । ଅଭିଯୁକ୍ତ ସାଗର କୁମାର ଗୌଡ଼କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ ଦୀଘା ମଡ୍ୟୁଲର ଦାୟିତ୍ୱରେ ସାଗର ଥିବା ସୂଚନା ମିଳିଛି ।



