Breaking PLUSଓଡ଼ିଶାମୁଖ୍ୟ ଖବର

ଦେବଦାସ ଛୋଟରାୟଙ୍କୁ ମିଳିଲା ଶାରଳା ପୁରସ୍କାର

ଭୁବନେଶ୍ୱର- ବିଶିଷ୍ଟ ସାହିତ୍ୟିକ ଦେବଦାସ ଛୋଟରାୟଙ୍କୁ ମିଳିଲା ଶାରଳା ପୁରସ୍କାର । ଗଳ୍ପ ସଂକଳନ ‘ମ୍ୟାଟିନି ସୋ’ ପାଇଁ ପ୍ରଦାନ କରାଗଲା ଶାରଳା ପୁରସ୍କାର । ଭୁବନେଶ୍ବରରେ ବର୍ଣ୍ଣାଢ୍ୟ ସମାବେଶରେ ପୁରସ୍କୃତ କରାଗଲା  । ଉତ୍ତରୀୟ, ସମ୍ମାନପତ୍ର, ଫଳକ ସହ ୭ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି । ଚିତ୍ରଶିଳ୍ପୀ ବଳଦେବ ମହାରଥା ଓ ସଙ୍ଗୀତ ଗୁରୁ ରାମହରି ଦାସ ମଧ୍ୟ ସମ୍ମାନିତ । ଉଭୟ ଇଲା ବଂଶୀଧର ପଣ୍ଡା କଳା ସମ୍ମାନରେ ସମ୍ମାନିତ  । ଉଭୟଙ୍କୁ ୨ ଲକ୍ଷ ୫୦ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ ପ୍ରତିବର୍ଷ ଇମ୍ଫା ଚାରିଟେବଲ ଟ୍ରଷ୍ଟ (ଇମ୍ପାକ୍ଟ) ପକ୍ଷରୁ ଦିଆଯାଉଛି ପୁରସ୍କାର ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button