Breaking PLUSଓଡ଼ିଶାମୁଖ୍ୟ ଖବର

SCB ଟ୍ରାଜେଡି: ବିଧାନସଭାରେ ପ୍ରତିକାତ୍ମକ କୋକେଇ ଶୋଭାଯାତ୍ରା

ଭୁବନେଶ୍ୱର- SCB ଘଟଣାକୁ ନେଇ ବିଧାନସଭାରେ ପ୍ରବଳ ହଟ୍ଟଗୋଳ । ବିଧାନସଭାରେ ପ୍ରତିକାତ୍ମକ କୋକେଇ ଶୋଭାଯାତ୍ରା କରିଛନ୍ତି ବିରୋଧୀ ବିଜେଡି  ।ରାମ ନାମ ସତ୍ୟ ହେ’ ଧ୍ୱନିରେ ପ୍ରକମ୍ପିତ ହୋଇଛି ବିଧାନସଭା ପରିସର ।

ଫଳରେ ଚାଲିପାରିଲାନି ପ୍ରଶ୍ନକାଳ । ଏହାପରେ ଗୃହକୁ ସାଢ଼େ ୧୧ଟା ଯାଏଁ  ମୁଲତବି କରାଯାଇଥିଲା । SCB ଘଟଣାକୁ ନେଇ ଗୃହ ମଧ୍ୟ ଭାଗରେ ବିରୋଧୀ ନାରାବାଜି କରିବା ସହ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button