Breaking PLUSଓଡ଼ିଶାମୁଖ୍ୟ ଖବର

ପୃଥକ୍‌ ଦୁର୍ଘଟଣା: ୩ ମୃତ

ଖୋର୍ଦ୍ଧା: ପୃଥକ ଭାବରେ ସଡ଼କ ଦୁର୍ଘଟଣା ଘଟି ୩ ବାଇକ ଆରୋହୀଙ୍କ ମୃତୁ ଘଟିଛି |ଦୁର୍ଘଟଣା ଗୁଡିକ ଟାଙ୍ଗୀ ଥାନା ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଘଟିଛି |କାଳୁପଡା ବଡ଼ଶଙ୍ଖ ନିକଟରେ ବାଇକ ଦୁର୍ଘଟଣାରେ ଜଣକର ମୃତୁ ହୋଇଥିବାବେଳେ, କୋଚିଲା ଛକ ଓ ସୋରଣ ନିକଟରେ ଆଉ ୨ ଜଣଙ୍କର ମୃତୁ ହୋଇଛି |

Show More

Related Articles

Leave a Reply

Your email address will not be published. Required fields are marked *

Back to top button