Breaking PLUSମନୋରଞ୍ଜନମୁଖ୍ୟ ଖବରସେଲିବ୍ରିଟି
ଆଗାମୀ ଫିଲ୍ନି ‘ଡଙ୍କି’ରେ ଶାହରୁଖ ନଜର ଆସିବେ
ଶାହରୁଖ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି ।

ଆଗାମୀ ଫିଲ୍ନି ‘ଡଙ୍କି’ରେ ଶାହରୁଖ । ମାନେ ନିର୍ଦ୍ଦେଶକ ରାଜକୁମାର ହିରାନୀଙ୍କ ଆଗାମୀ ପ୍ରୋଜେକ୍ଟ ‘ଡଙ୍କି’ରେ ନଜର ଆସିବେ କିଙ୍ଗ ଖାନ୍ । ଆଜି ଏନେଇ ଶାହରୁଖ ଖାନ୍ ଅଫିସିଆଲି ସେୟାର କରିଛନ୍ତି । ୨୦୨୩ ଡିସେମ୍ବର ୨୨ରେ ରିଲିଜ ହେବ ଫିଲ୍ମ । ଫିମେଲ ଲିଡରେ ଅଛନ୍ତି ତାପସୀ ପନ୍ନୁ । ଶାହରୁଖ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି । ଭିଡିଓରେ କିଙ୍ଗ ଖାନ ଓ ହିରାନୀଙ୍କୁ ଏକାଠି ଦେଖିବାକୁ ମିଳୁଛି । ହିରାନୀଙ୍କୁ ନିଜର ସାନ୍ତାକ୍ଲଜ୍ କହିଛନ୍ତି ଶାହରୁଖ , ଏହା ସହ ଏକ ବାର୍ତ୍ତା ସେୟାର କରିଛନ୍ତି । ପିକେ, ଥ୍ରୀ ଇଡିୟଟ, ମୁନା ଭାଇ ଏମବିବିଏସ ଭଳି ହିଟ୍ ଫିଲ୍ମ କରିଛନ୍ତି ହିରାନୀ ।



