Breaking PLUSଓଡ଼ିଶାମୁଖ୍ୟ ଖବର
ଶିବନାରାୟଣପୁରରୁ ମାଓ କ୍ୟାମ୍ପ ଠାବ

ଭୁବନେଶ୍ୱର- ମାଓ କ୍ୟାମ୍ପରୁ ମିଳିଲା ବିପୁଳ ୨ ହଜାର ଟଙ୍କାର ନୋଟ୍ ।ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଶିବନାରାୟଣପୁରରୁ ମାଓ କ୍ୟାମ୍ପ ଠାବ ହୋଇଛି । ୪ ଲକ୍ଷ ମୂଲ୍ୟର ୨ ହଜାର ନୋଟ୍ ସହ ଦେଶୀ ବନ୍ଧୁକ, ୪ ଗୁଳି ଜବତ ହୋଇଛି । କାଲି ଶିବନାରାୟଣପୁରରେ ମୁହାଁମୁହିଁ ହୋଇଥିଲେ ନକ୍ସଲ-ସୁରକ୍ଷାକର୍ମୀ ।